ଭୁବନେଶ୍ୱର – ମଧୁବାବୁ ପେନସନ୍ ଯୋଜନାରେ ହିତାଧିକାରୀମାନଙ୍କୁ ଅଗ୍ରୀମ ୪ ମାସର ପେନସନ୍ ଏକସଙ୍ଗେ ଦିଆଯିବ । ସେପ୍ଟେମ୍ବର, ଅକ୍ଟୋବର, ନଭେମ୍ବର ଓ ଡିସେମ୍ବର ମାସର ପେନସନ୍ ଟଙ୍କା ଏକକାଳୀନ ସେପ୍ଟେମ୍ବର ମାସରେ ହିତାଧିକାରୀଙ୍କୁ ପ୍ରଦାନ କରାଯିବ । ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ଅଶୋକ ପଣ୍ଡା ଏହି ସୂଚନା ଦେଇଛନ୍ତି ।
Related Stories
January 20, 2025
January 20, 2025