
ମାଲକାନଗିରି-ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ରାଜ୍ୟ ବିଜେପୁର ଜିଲ୍ଲାରେ ମାଓବାଦୀମାନେ ଜଣେ ପୋଲିସ ଏ ଏସ ଆଇ ଙ୍କୁ ଅପହରଣ କରିନେଇ ହତ୍ୟାକରିଥିବା ଜଣାପଡିଛି !ମିଳିଥିବା ସୂଚନ ଅନୁସାରେ ଏ ଏସ ଆଇ ନାଗେୟା କର୍ସ ଛୁଟିରେ ନିଜ ଗ୍ରାମକୁ ଯାଇଥିଲେ !ସେ ଗତକାଲି ଛୁଟି ସରିବାପରେ ଗୁନ୍ତୁର ଥାନାକୁ ଚାକରିରେ ଯୋଗଦାନ ପାଇଁ ଆସୁଥିବାବେଳେ ତାଙ୍କୁ ବାଟରୁ ମାଓବାଦୀମାନେ ଅପହରଣ କରିନେଇଥିଲେ !ଆଜି ସକାଳୁ ତାଙ୍କୁ ତେନ୍ତୁଲନାର ଗାଁ ନିକଟ ରାସ୍ତାରେ ଗୁଳି କରି ହତ୍ୟା କରିଚାଲିଯାଇଥିଲେ !ଖବର ପାଇଁ ପକଇଚେ ଟିମ ପହଞ୍ଚି ଶବ ଜବତ କରି ଉକ୍ତ ଅଂଚଳରେ ସର୍ଚ୍ଚ ଅପେରସନ ଚଳାଇଛନ୍ତି !