
-
ରାଜ୍ୟରେ ବିଭିନ୍ନ ଜିଲ୍ଲାରେ କରୋନା ସ୍ଥିତି
ଭୁବନେଶ୍ୱର – ଆଜି ଗଂଜାମ ଜିଲ୍ଲାରେ ୧୬୯ କରୋନା ମାମଲା ସାମନାକୁ ଆସିବା ପରେ ଏହି ଜିଲ୍ଲା କରୋନା ସଂକ୍ରମଣ ମାମଲାରେ ସବୁଠାରେ ଆଗରେ ରହିଛି । ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୧୭୪୫୬ ରେ ପହଂଚିଛି । ରାଜା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ଏହି ସୂଚନା ଦିଆ ଯାଇଛି ।
ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଆଜି ସୁଦ୍ଧା ଅନୁଗୁଳ ଜିଲ୍ଲାରେ ୮୧୨, ବାଲେଶ୍ୱର ଜିଲ୍ଲାରେ ୩୪୫୯, ବରଗଡ ଜିଲ୍ଲାରେ ୧୯୪୩, ଭଦ୍ରକ ଜିଲ୍ଲାରେ ୨୫୪୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିା ବଲାଙ୍ଗିର ଜିଲ୍ଲାରେ ୧୭୫୧ . ବୌ ଦ୍ଧ ଜିଲ୍ଲାରେ ୬୦୦, କଟକ ଜିଲ୍ଲାରେ ୭୭୦୯, ଦେବଗଡ ଜିଲ୍ଲାରେ ୨୦୨, ଢେଙ୍କାନାଳ ଜିଲ୍ଲାରେ ୧୫୧୧. ଗଜପତି ଜିଲ୍ଲାରେ ୨୮୩୨, ଜଗତସିଂହପୁର ଜିଲ୍ଲାରେ ୧୭୦୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଯାଜପୁର ଜିଲ୍ଲାରେ ୩୬୫୨, ଝାରସୁଗୁଡା ଜିଲ୍ଲାରେ ୧୦୭୬, କଳାହାଣ୍ଡି ଜିଲ୍ଲାରେ ୧୨୩୦, କନ୍ଧମାଳ ୨୧୨୬, କେନ୍ଦ୍ରାପଡା ଜିଲ୍ଲାରେ ୧୫୮୨, କେନ୍ଦୁଝର ଜିଲ୍ଲାରେ ୧୭୬୫, ଖୋର୍ଧା ଜିଲ୍ଲାରେ ୧୫୪୬୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
କୋରାପୁଟ ଜିଲ୍ଲାରେ ୩୨୩୯ , ମାଲକାନଗିରି ଜିଲ୍ଲାରେ ୨୨୪୪, ମୟୁରଭଂଜ ଜିଲ୍ଲାରେ ୩୦୭୮. ନବରଙ୍ଗପୁର ଜିଲ୍ଲାରେ ୧୦୨୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ସାରିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।
ନୟାଗଡ ଜିଲ୍ଲାରେ ୨୮୬୬, ନୂଆପଡା ଜିଲ୍ଲାରେ ୪୦୭ , ପୁରୀ ଜିଲ୍ଲାରେ ୩୩୩୬, ରାୟଗଡା ଜିଲ୍ଲାରେ ୪୬୬୫. ସମ୍ବଲପୁର ଜିଲ୍ଲାରେ ୨୬୪୩. ସୁବର୍ଣପୁର ଜିଲ୍ଲାରେ ୬୩୩ ଓ ସୁନ୍ଦରଗଡ ଜିଲ୍ଲାରେ ୪୩୦୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।