
କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ,୨୫/୦୮/୨୦୨୦,ସୁଦୂର ରାଜସ୍ଥାନରୁ କରୋଲ୍ଲୀ ଜିଲ୍ଲାର ୬୪ ବର୍ଷ ବୟସ୍କ ରାମ ସିଂ ଓ ଜୟ ସିଂ ଏବଂ ସାଥି ଗତ ନଭେମ୍ବର ୩ ତାରିଖରୁ ଦଣ୍ଡ ମାରି ମାରି ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ଛତିଶଗଡ ଦେଇ ଓଡିଶାର ଶ୍ରୀଜଗନ୍ନାଥ ଧାମ ଶ୍ରୀକ୍ଷେତ୍ରରେ ଆଜି ପହଞ୍ଚିଛନ୍ତି |ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ ପାଇଁ ପ୍ରଶାସନର ଅନୁମତି ଅପେକ୍ଷାରେ…
ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘର ଜିଲ୍ଲା କାର୍ଯ୍ୟକର୍ତା ବାମଦେବ ନାୟକଙ୍କ ନେତୃତ୍ୱରେ ପୁରୀରେ ଅଛନ୍ତି |ଏହି କାର୍ଯ୍ୟକ୍ରମରେ ସର୍ବେଶ୍ୱର ବିଶୋଇ, ହୃଷିକେଶ ନାୟକ, ସୌମେନ୍ଦ୍ର ଦାସ, ସୌମ୍ୟ, ସତ୍ୟ, କୁନି ଓ ସ୍ନେହାଶିଷ ଆଦି ଅଛନ୍ତି |