ଓଡିଶା କୋବିଡ ଗାଇଡଲାଇନ ଉଲ୍ଲଂଘନ ପାଇଁ ଗତ ୨୪ ଘଂଟାରେ ୮ଟି ମାମଲା ରୁଜୁ desk August 23, 2020 ଭୁବନେଶ୍ୱର – ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ କୋବିଡ ଗାଇଡଲାଇନ ଉଲ୍ଲଂଘନ ପାଇଁ ମୋଟ ୮ଟି ମାମଲା ରୁଜୁ କରା ଯାଇଛି । ଏଗୁଡିକୁ ମଧ୍ୟରୁ ୭ଟି ମାମଲା ଲକଡାଉନ ଉଲ୍ଲଂଘନ ସମ୍ପର୍କିତ ହୋଇଥିବା ବେଳେ ଗୋଟିଏ ଅନ୍ୟ ମାମଲା ରହିଛି । ରାଜ୍ୟ ପୋଲିସ ପକ୍ଷରୁ ଟ୍ୱିଟ କରି ଏହି ସୂଚନା ଦିଆ ଯାଇଛି । Tags: Odisha Police Continue Reading Previous: କନ୍ଧମାଳ ଜିଲ୍ଲାରେ ନୂଆ ୫୮ କରୋନା ପଜିଟିଭ୍ ଚିହ୍ନଟ : ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୮୩୬ କୁ ବୃଦ୍ଧି : କରୋନାଜନିତ ସକ୍ରିୟ ମାମଲା ୫୯୪ , ୧୨୩୫ ସୁସ୍ଥ ହେଲେଣି Next: ସମ୍ବଲପୁରରେ ଗତ ୨୪ ଘଂଟା ମଧ୍ୟରେ ମାସ୍କ ନ ପିନ୍ଧିଥିବାରୁ ୫୨ ଜଣଙ୍କ ଠାରୁ ଜୋରିମାନା Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. Related Stories ଆକାଂକ୍ଷୀ ଜିଲ୍ଲାରେ ସମସ୍ତ ସରକାରୀ ଯୋଜନାର ସଠିକ କାର୍ଯ୍ୟାନ୍ୱୟନ ନିଶ୍ଚିତ କରିବା ପାଇଁ ରାଜ୍ୟପାଳଙ୍କ ଗୁରୁତ୍ୱାରୋପ 1 min read ଓଡିଶା ଆକାଂକ୍ଷୀ ଜିଲ୍ଲାରେ ସମସ୍ତ ସରକାରୀ ଯୋଜନାର ସଠିକ କାର୍ଯ୍ୟାନ୍ୱୟନ ନିଶ୍ଚିତ କରିବା ପାଇଁ ରାଜ୍ୟପାଳଙ୍କ ଗୁରୁତ୍ୱାରୋପ November 5, 2025 ସୁଭଦ୍ରା ଶକ୍ତି ମେଳାରେ ମସଲା ସାମଗ୍ରୀ ପାଇଁ ଜମୁଛି ଭିଡ଼ 1 min read ଓଡିଶା ସୁଭଦ୍ରା ଶକ୍ତି ମେଳାରେ ମସଲା ସାମଗ୍ରୀ ପାଇଁ ଜମୁଛି ଭିଡ଼ November 5, 2025 ୯ଟି ରାଜ୍ୟ ଏବଂ ୩ଟି କେନ୍ଦ୍ରଶାସିତ ଅଞ୍ଚଳରେ ଦ୍ଵିତୀୟ ପର୍ଯ୍ୟାୟ ବିଶେଷ ସଘନ ସଂଶୋଧନ ଆରମ୍ଭ 1 min read ଓଡିଶା ୯ଟି ରାଜ୍ୟ ଏବଂ ୩ଟି କେନ୍ଦ୍ରଶାସିତ ଅଞ୍ଚଳରେ ଦ୍ଵିତୀୟ ପର୍ଯ୍ୟାୟ ବିଶେଷ ସଘନ ସଂଶୋଧନ ଆରମ୍ଭ November 5, 2025