ଭୁବନେଶ୍ୱର – କଟକ ଜିଲ୍ଲାରେ କାର୍ଯ୍ୟକ୍ଷମ ହୋଇଛି ଆଉ ଏକ କୋଭିଡ୍ ହସ୍ପିଟାଲ । ଜିଲ୍ଲାରେ ପୂର୍ବରୁ ଅଶ୍ୱିନୀ କୋଭିଡ୍ ହସ୍ପିଟାଲେ ରହିଥିବା ବେଳେ ଆଉ ଏକ ୧୫୦ ଶଯ୍ୟା ବିଶିଷ୍ଟ ସଦଗୁରୁ କୋଭିଡ୍ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି । ଏଠାରେ ଡାଏଲିସିସ୍ ଓ ପ୍ରସୂତିଙ୍କ ପାଇଁ ସୁବିଧା ରହିଛି ବୋଲି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
Related Stories
November 28, 2024
November 28, 2024