କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ,୨୨/୦୮/୨୦୨୦, ଆଜି ସନ୍ଧ୍ୟା ଧୂପ ସରିବା ପରେ ବାଟ ଗଣେଶ ତଳିଛ ମହାପାତ୍ର ଓ ଭିତରଚ୍ଛଙ୍କ ଗଣେଶଙ୍କ ଠାରେ ଭୋଗ ବନ୍ଦାପନା ଓ ଶୀତଳ ଭୋଗ ହୋଇଥିଲା ତାପରେ ସରସ୍ୱତୀ ଙ୍କ ମନ୍ଦିର ଠାରେ ଭୁବନେଶ୍ୱରୀଙ୍କ ପାଖରେ ସିତଳଭୋଗ ବନ୍ଦାପନା ହୋଇ ସରିବାପରେ ମୂଲୀଆ ସୁଆଁସିଆ ଦେଇଥିବା ଭଦ୍ରାସାନ ଉପରେ ବେହରଣ କରଣ ମାନଙ୍କ ମାଦଳାପାଞ୍ଜି ରଖା ଯାଇ ପତିନି ଓ ମଳ ଲାଗିହୋଇଥିଲା | ସିତଳଭୋଗ ଲାଗିହୋଇ ବନ୍ଦାପନା ସରିବାପରେ ରାଜନଅରରୁ ଯୋଗାଯାଇଥିବା 22 ଟି ନଡ଼ିଆ ଉକ୍ତ କରଣ ମନେ ଭାଙ୍ଗିଥିଲେ |
Related Stories
November 23, 2024