ନୂଆଦିଲ୍ଲୀ । ରା ଷ୍ଟ୍ରପତି ରାମନାଥ କୋବିନ୍ଦ ମାନହ ସମ୍ବଳ ବିକାଶ ମନ୍ତ୍ରଣାଳୟର ନାମ ପରିବର୍ତନ କରି ପୁଣି ଥରେ ଶିକ୍ଷା ମନ୍ତ୍ରଣାଳୟ କରିବାକୁ କେନ୍ଦ୍ର ମନ୍ତ୍ରିମଣ୍ଡଳର ସୁପାରିଶକୁ ଅନୁମୋଦନ କରିଦେଇଛନ୍ତି । ସୋମବାର ବିଳମ୍ବିତ ରାତ୍ରୀରେ ଏ ସମ୍ପର୍କରେ ଅଧିସୂଚନା ଜାରୀ କରା ଯାଇଛି ।
ଉଲ୍ଲେଖନୀୟ ଯେ ଗତ ୨୯ ଜୁଲାଇରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏହି ନିଷ୍ପତି ନିଆ ଯାଇଥିଲା ।