ମାଲକାନଗିରି -ମାଲକାନଗିରି ଜିଲ୍ଲାରେ ଆଜି ୫ ୫ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି !ଏହାକୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 1402କୁ ବୃଦ୍ଧି ପାଇଛି !ଆଜି ଜିଲ୍ଲାରେ କରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ୱର କୀମସ ମେଡିକାଲ୍ରେ ଚିକିତ୍ସା ହେଉଥିବା ଜଣେ ୬୧ବର୍ଷୀୟ ପୁରୁଷଙ୍କ ଦେହାନ୍ତ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି !ଚିହ୍ନଟ ଙ୍କ ମଧ୍ୟରୁ ୨ ୩ ଜଣ ମାଲକାନଗିରି ପୌରାଞ୍ଚଳ ରୁ ,୬ ଜଣ ବାଲିମେଳା ବିଜ୍ଞାପିତ ଅଞ୍ଚଳରୁ,୭ ଜଣ ଖଇରପୁଟ ବ୍ଲକରୁ,୧ ୩ ଜଣ ମାଥିଲି ବ୍ଲକରୁ,ଚିତ୍ରକୋଣ୍ଡା ଓ କୋରକୁଣ୍ଡା ବ୍ଲକ୍ରୁ ୩ ଜଣ ଲେଖାଏଁ ରହିଛନ୍ତି !ଜିଲ୍ଲା ରେ ୯ 0୨ସୁସ୍ଥ ଜଣ ସୁସ୍ଥ ହୋଇଥିବାବେଳେ ସକ୍ରିୟ କେଶ ସଂଖ୍ୟା 498ରହିଛି !୩ ଜଣଙ୍କ ଦେହାନ୍ତ ହୋଇଛି !
Related Stories
November 23, 2024