ନୂଆଦିଲ୍ଲୀ– ଆଗାମୀ ୩୦ ଅଗଷ୍ଟରେ ହେବାକୁ ଥିବା ଚଳିତ ମାସର ମନ କି ବାତ କାର୍ଯ୍ୟକ୍ରମ ପାଇଁ ଲୋକ ମାନଙ୍କ ମତାମତ ମାଗିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟ କରି କହିଛନ୍ତି ଯେ ଲୋକ ମାନେ ୧୮୦୦-୧୧-୭୮୦୦ରେ ମେସେଜ ରେକର୍ଡ କରାଇ କିମ୍ବା ନମୋ ଆପ ବା ମାଇ ଗଭରେ ଲେଖି ମତାମତ ଜଣାଇ ପାରିବୋ