
ନୂଆଦିଲ୍ଲୀ– କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଜନ୍ମ ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତିା
ପ୍ରଧାନମନ୍ତ୍ରୀ ଟ୍ୱିଟ କରି କହିଛନ୍ତି ଯେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଜନ୍ମ ଦିନରେ ହାର୍ଦିକ ଶୁଭେଚ୍ଛା । ସେ ଭାରତର ପ୍ରଗତି ଓ ଗରୀବ ମାନଙ୍କର ସଶକ୍ତିକରଣ ପାଇଁ କାମ କରୁଛନ୍ତି । ତାଙ୍କର ସୁସ୍ଥ ଓ ନିରାମୟ ଜୀବନ କାମନା କରୁଛି ।