ମାଲକାନଗିରି-ମାଲକାନଗିରି ଜିଲ୍ଲା କାଲିମେଳା ଅଞ୍ଚଳ ଏକ ଗ୍ୟାରେଜରେ ମେକାନିକ୍ ଭାବେ କାମ କରୁଥିବା ୩ ୬ ବର୍ଷ ର ଆଡମା ମାଡକାମୀ ନାମକ ଜଣେ ଆଦିବାସୀ ଯୁବକ କାଲିମେଳା ର ଶିବମନ୍ଦିର ନିକଟରେ ଆଜି ଦିନ ୧ ଟା ସମୟରେ କୀଟନାଶକ ଔଷଧ ସେବନ କରି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି ।ତାଙ୍କ ଘର ଚିତ୍ରାଙ୍ଗପାଲି ପଞ୍ଚାୟତ ଅନ୍ତର୍ଗତ ପେରୁବାଇ ଗ୍ରାମରେ।ମୃତ୍ୟୁ ର କାରଣ ଜଣାପଡିନାହିଁ ।ଘଟଣା ସ୍ଥଳରେ କାଲିମେଳା ଥାନା ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ବ୍ୟବଚ୍ଛେଦ ପାଇଁ କାଲିମେଳା ମେଡିକାଲ କୁ ପଠାଇଛନ୍ତି ।।
Related Stories
January 23, 2025
January 23, 2025