ଭୁବନେଶ୍ୱର – ଆଜି ଗଂଜାମ ଜିଲ୍ଲାରେ ୩୧୮ କରୋନା ମାମଲା ସାମନାକୁ ଆସିବା ପରେ ଏହି ଜିଲ୍ଲା କରୋନା ସଂକ୍ରମଣ ମାମଲାରେ ସବୁଠାରେ ଆଗରେ ରହିଛି । ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୧୪୭୬୭ ରେ ପହଂଚିଛି । ରାଜା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ଏହି ସୂଚନା ଦିଆ ଯାଇଛି ।
ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଆଜି ସୁଦ୍ଧା ଅନୁଗୁଳ ଜିଲ୍ଲାରେ ୫୧୫, ବାଲେଶ୍ୱର ଜିଲ୍ଲାରେ ୧୯୭୬, ବରଗଡ ଜିଲ୍ଲାରେ ୮୪୮, ଭଦ୍ରକ ଜିଲ୍ଲାରେ ୧୫୦୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିା ବଲାଙ୍ଗିର ଜିଲ୍ଲାରେ ୯୦୭ . ବୌ ଦ୍ଧ ଜିଲ୍ଲାରେ ୩୮୦, କଟକ ଜିଲ୍ଲାରେ ୩୯୩୬, ଦେବଗଡ ଜିଲ୍ଲାରେ ୧୪୭, ଢେଙ୍କାନାଳ ଜିଲ୍ଲାରେ ୯୦୫. ଗଜପତି ଜିଲ୍ଲାରେ ୨୩୫୧, ଜଗତସିଂହପୁର ଜିଲ୍ଲାରେ ୧୦୭୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଯାଜପୁର ଜିଲ୍ଲାରେ ୨୦୪୨, ଝାରସୁଗୁଡା ଜିଲ୍ଲାରେ ୫୪୧, କଳାହାଣ୍ଡି ଜିଲ୍ଲାରେ ୭୪୦, କନ୍ଧମାଳ ୧୩୪୯, କେନ୍ଦ୍ରାପଡା ଜିଲ୍ଲାରେ ୮୬୧, କେନ୍ଦୁଝର ଜିଲ୍ଲାରେ ୧୧୯୭, ଖୋର୍ଧା ଜିଲ୍ଲାରେ ୮୬୫୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
କୋରାପୁଟ ଜିଲ୍ଲାରେ ୧୮୦୮ , ମାଲକାନଗିରି ଜିଲ୍ଲାରେ ୧୨୪୯, ମୟୁରଭଂଜ ଜିଲ୍ଲାରେ ୧୩୧୩. ନବରଙ୍ଗପୁର ଜିଲ୍ଲାରେ ୪୯୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ସାରିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।
ନୟାଗଡ ଜିଲ୍ଲାରେ ୧୪୮୦, ନୂଆପଡା ଜିଲ୍ଲାରେ ୨୬୯ , ପୁରୀ ଜିଲ୍ଲାରେ ୧୭୯୨, ରାୟଗଡା ଜିଲ୍ଲାରେ ୨୦୬୬. ସମ୍ବଲପୁର ଜିଲ୍ଲାରେ ୧୪୪୬. ସୁବର୍ଣପୁର ଜିଲ୍ଲାରେ ୩୨୨ ଓ ସୁନ୍ଦରଗଡ ଜିଲ୍ଲାରେ ୩୧୧୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।