ଭଞ୍ଜନଗର, ଜୟକୃଷ୍ଣ ପଟ୍ଟନାୟକ
ମିଳିଥିବା ସୂଚନା ଅନୁସାରେ ଆଜି ଭଞ୍ଜନଗର ଅଞ୍ଚଳରେ ୧୧ଟି ପଜିଟିଭ କେଶ ରହିଛି।ସେଥି ମଧ୍ୟରେ ଭଞ୍ଜନଗର ଏନ.ଏ.ସି ର ଖାଲା ସାହି ର ଜଣେ ଥିବା ବେଳେ ଏହି ବ୍ଲକ ର କାଠ ଚିରା ଗ୍ରାମରୁ ୫ଜଣ,କୁଟୁଣିକୁମ୍ପା ଓ ଜିଲୁଣ୍ଡି ର ୨ଜଣ,କୁଲାଡ଼ ର ଜଣେ ଆକ୍ରାନ୍ତ ଥିବା ଜଣାପଡ଼ିଛି।