ଭୁବନେଶ୍ୱର – ପ୍ଲସ-୨ ବିଜ୍ଞାନ ଫଳାଫଳ ପ୍ରକାଶ ପାଇବା ପରେ ରାଜ୍ୟରେ ଶୂନ୍ୟ ଫଳାଫଳ ଥିବା ୧୫ଟି କଲେଜକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ନୋଟିସ ଜାରି କରା ଯାଇଛି । ଏ ବର୍ଷ ସେମାନଙ୍କର ଆଡମିଶନ କାହିଁକି ରଦ୍ଦ ନ ହେବ ସେ ନେଇ କାରଣ ଦର୍ଶାଅ ନୋଟିସ ଜାରୀ କରା ଯାଇଛି । ସାତ ଦିନ ମଧ୍ୟରେ ଏହାର ଉତର ଦେବାକୁ କୁହା ଯାଇଛି ।
Related Stories
November 23, 2024