ଭଦ୍ରକ– ସ୍ୱାଧିନତା ଦିବସ ପାଇଁ ଭଦ୍ରକ ଜିଲ୍ଲାରେ ସଟ୍ ଡାଉନ୍ କଟକଣାକୁ କିଛି ଘଂଟା କୋହଳ କରାଯାଇଛି । ୧୫ ତାରିଖ ଦିନ ୧୧ଟା ପର୍ଯ୍ୟନ୍ତ କୋହଳ ରହିବ ସପ୍ତାହନ୍ତ ସଟ୍ ଡାଉନ୍ କଟକଣା । ନିର୍ଦ୍ଦିଷ୍ଟ ଅଂଚଳରେ ପତାକା ଉତୋଳନ ପାଇଁ ଏହି କଟକଣାକୁ କୋହଳ କରାଯାଇଛି । ତେବେ କୌଣସି ସ୍ଥାନରେ ୧୦ରୁ ଅଧିକ ଲୋକ ଏକାଠି ନହେବାକୁ ଏବଂ ସାମାଜିକ ଦୂରତ୍ୱ ରକ୍ଷା ସହ ମୁହଁରେ ମାସ୍କ ପିନ୍ଧିବାକୁ ପ୍ରଶାସନିକ ନିର୍ଦ୍ଦେଶ ରହିଛି ।
Related Stories
January 23, 2025
January 23, 2025