ଭଞ୍ଜନଗର, ଜୟକୃଷ୍ଣ ପଟ୍ଟନାୟକ– ରିପୋର୍ଟ ଅନୁସାରେ ଗଞ୍ଜାମ ଜିଲ୍ଲାରେ ଆଜି ୨୬୦ଜଣ କୋରନା ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି।ସେଥି ମଧ୍ୟରେ ଭଞ୍ଜନଗର ଅଞ୍ଚଳରେ ୧୩ଜଣ ଥିବା ଜଣାପଡିଛି।ଏନ.ଏ.ସି ର ବଡ଼ଧୋବା ସାହି ରୁ ୨ଜଣ, ବାଇ ପାସ ରୋଡ଼, ବାଗଦେବୀ ରୋଡ଼ ରୁ ଜଣେ ଲେଖାଏଁ ଓ ଏହି ବ୍ଲକର ବାହାଡ଼ା ପଦର, କୁଲାଡ଼, କୋଟି ବିରାଡ଼ି, ବାଉଁଶ ଲୁଣ୍ଡି, ଖମାରେଡି,ଗାଲେରୀ, ବାଇବାଲି, ରାଇ ପଲ୍ଲୀ ଓ ଭଞ୍ଜନଗର ଅଞ୍ଚଳର ଜଣେ ଲେଖାଏଁ ପଜିଟିଭ ଥିବା ଜଣାପଡିଛି।
Related Stories
November 23, 2024
November 23, 2024