ଗଞ୍ଜାମ– ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନାକୁ ଦୁଇଟି ଥାନାରେ ବିଭକ୍ତ କରାଯିବ । ଭଞ୍ଜନଗର ଥାନାର ପରିସୀମା ଓ ଲୋକସଂଖ୍ୟା ବୃଦ୍ଧିକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭଞ୍ଜନଗର ଥାନାରେ ବିଭକ୍ତ କରିବା ପାଇଁ ଅନୁମୋଦନ କରିଥିବାରୁ ଅଂଚଳବାସୀଙ୍କ ମଧ୍ୟରେ ଖୁସି ପ୍ରକାଶ ପାଇଛି । ଫଳରେ ଏହି ଅଂଚଳରେ ଅପରାଧମୂଳକ କାର୍ଯ୍ୟକୁ ଦମନ କରାଯାଇପାରିବ ବୋଲି ଲୋକେ ଅଶାବ୍ୟକ୍ତ କରିଛନ୍ତି ।
Related Stories
November 24, 2024
November 24, 2024