ଢ଼େଙ୍କାନାଳ- ନବଜାତ ଶିଶୁପୁତ୍ରର ମୃତ୍ୟୁକୁ ନେଇ ଉତେଜନା ପ୍ରକାଶ ପାଇଛି । ଚିକିତ୍ସା ଅବହେଳା ନେଇ ଟାଉନ୍ ଥାନାରେ ମୃତ ଶିଶୁର ପରିବାର ଲୋକେ ଏତଲା କରିଛନ୍ତି । ଡ଼ାକ୍ତର ଓ ନର୍ସ ବିଳମ୍ବରେ ପହଂଚିବାରୁ ଶିଶୁପୁତ୍ରର ମୃତ୍ୟୁ ଅଭିଯୋଗ ହୋଇଛି । ଘଟଣାର ପ୍ରତିବାଦ କରିବା ସହ ଅଭିଯୁକ୍ତ ଡ଼ାକ୍ତର ଓ ନର୍ସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ହସ୍ପିଟାଲ ଗେଟ୍ ସମ୍ମୁଖରେ ଧାରଣା ଦେବା ସହିତ ହୋ ହାଲ୍ଲା କରିଥିଲେ ପରିବାର ଲୋକେ ।
Related Stories
November 25, 2024