
କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ,୦୪/୦୮/୨୦୨୦,କେନ୍ଦ୍ର ପେଟ୍ରୋଲିୟମ ଏବଂ ନାଚୁରାଲ ଗ୍ୟାସ ମନ୍ତ୍ରୀ ତଥା ଓଡ଼ିଶାର ଜନମାନସରେ ଓ ଘରେ ଘରେ ପରିଚିତ ବିଜେପି ନେତା ମାନନୀୟ ଧର୍ମେନ୍ଦ୍ର ପ୍ରଧାନ କରୋନା ରେ ଆକ୍ରାନ୍ତ ହୋଇ ହରିୟଣା ର ମେଦାନ୍ତ ହସ୍ପିଟାଲ୍ ରେ ଭର୍ତି ହୋଇଛନ୍ତି |ତାଙ୍କର ଆଶୁ ଆରୋଗ୍ୟ କାମନା କରି ସମସ୍ତେ ମହାପ୍ରଭୁ ଜଗନ୍ନାଥ ଙ୍କ ପାଖରେ ଦୀପ ଜାଳିବା ।ଆସନ୍ତା କାଲି ଦିନ ୧୦.୩୦ ସମୟରେ ସିଂହଦ୍ଵାର ସମ୍ମୁଖରେ ଏକାଠି ହୋଇ ସାମାଜିକ ଦୂରତା ସହ ଦୀପ ଜାଳିବା ପାଇଁ ସାଧାରଣ ଜନତାଙ୍କୁ ମାନସ ଲେଙ୍କା ଅନୁରୋଧ କରିଛନ୍ତି |