ଭୁବନେଶ୍ୱର – ଆଜି ଗଂଜାମ ଜିଲ୍ଲାରେ ୩୩୧ କରୋନା ମାମଲା ସାମନାକୁ ଆସିବା ପରେ ଏହି ଜିଲ୍ଲା କରୋନା ସଂକ୍ରମଣ ମାମଲାରେ ସବୁଠାରେ ଆଗରେ ରହିଛି । ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୧୧୩୨୩ରେ ପହଂଚିଛି । ରାଜା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ଏହି ସୂଚନା ଦିଆ ଯାଇଛି ।
ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଆଜି ସୁଦ୍ଧା ଅନୁଗୁଳ ଜିଲ୍ଲାରେ ୩୬୭, ବାଲେଶ୍ୱର ଜିଲ୍ଲାରେ ୧୦୯୧, ବରଗଡ ଜିଲ୍ଲାରେ ୪୬୩, ଭଦ୍ରକ ଜିଲ୍ଲାରେ ୬୭୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିା ବଲାଙ୍ଗିର ଜିଲ୍ଲାରେ ୫୧୪ . ବୌ ଦ୍ଧ ଜିଲ୍ଲାରେ ୧୫୧, କଟକ ଜିଲ୍ଲାରେ ୨୩୩୭, ଦେବଗଡ ଜିଲ୍ଲାରେ ୯୬, ଢେଙ୍କାନାଳ ଜିଲ୍ଲାରେ ୩୬୯. ଗଜପତି ଜିଲ୍ଲାରେ ୧୬୬୨, ଜଗତସିଂହପୁର ଜିଲ୍ଲାରେ ୭୬୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଯାଜପୁର ଜିଲ୍ଲାରେ ୧୩୬୩, ଝାରସୁଗୁଡା ଜିଲ୍ଲାରେ ୩୩୦, କଳାହାଣ୍ଡି ଜିଲ୍ଲାରେ ୨୫୯, କନ୍ଧମାଳ ୬୧୬, କେନ୍ଦ୍ରାପଡା ଜିଲ୍ଲାରେ ୫୨୫, କେନ୍ଦୁଝର ଜିଲ୍ଲାରେ ୭୯୦, ଖୋର୍ଧା ଜିଲ୍ଲାରେ ୪୯୧୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
କୋରାପୁଟ ଜିଲ୍ଲାରେ ୯୨୬ , ମାଲକାନଗିରି ଜିଲ୍ଲାରେ ୬୨୯, ମୟୁରଭଂଜ ଜିଲ୍ଲାରେ ୭୨୧. ନବରଙ୍ଗପୁର ଜିଲ୍ଲାରେ ୩୦୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ସାରିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।
ନୟାଗଡ ଜିଲ୍ଲାରେ ୬୮୬, ନୂଆପଡା ଜିଲ୍ଲାରେ ୧୫୫ , ପୁରୀ ଜିଲ୍ଲାରେ ୮୮୫, ରାୟଗଡା ଜିଲ୍ଲାରେ ୧୧୩୨. ସମ୍ବଲପୁର ଜିଲ୍ଲାରେ ୫୮୧. ସୁବର୍ଣପୁର ଜିଲ୍ଲାରେ ୧୦୯ ଓ ସୁନ୍ଦରଗଡ ଜିଲ୍ଲାରେ ୧୫୫୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।