କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ,୦୧/୦୮/୨୦୨୦,ମୁଖ୍ୟ ଚିକିତ୍ସାଳୟ ର ସର୍ଜରୀ ଅପେରସନ ୱାର୍ଡରୁ କରୋନା ସଂକ୍ରମଣ ବ୍ୟକ୍ତି ବାହାରିଛନ୍ତି |କରୋନା ପଜେଟିବି ବାହାରିବାପରେ ସଂକ୍ରମିତ ବ୍ୟକ୍ତିଙ୍କୁ କୋଭିଡ କେୟାର ସେଣ୍ଟର ସ୍ଥାନାନ୍ତରିତ କରାଯାଇଛି |ଉକ୍ତ ଅଞ୍ଚଳରେ ଗୋଷ୍ଠୀ ସଂକ୍ରମଣ କୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ମୁଖ୍ୟ ଚିକିତ୍ସାଳୟ ର ସର୍ଜରୀ ଅପେରସନ ୱାର୍ଡକୁ ସାନିଟାଇଜ଼ କରାଯାଇଛି |
Related Stories
November 22, 2024