
ଜଗନ୍ନାଥ ପ୍ରସାଦ ରୁ ଚିତ୍ତରଞ୍ଜନ ଗନ୍ତାୟତ ଙ୍କ ରିପୋର୍ଟ
ଜଗନ୍ନାଥପ୍ରସାଦବ୍ଲକ ଅନ୍ତର୍ଗତଜଗନ୍ନାଥ ପ୍ରସାଦ ପଞ୍ଚାୟତ ଆଜ୍ଞାପ୍ରସାଦ ଗ୍ରାମର ଖଲିଆ ନାୟକ ବୟସ(65ବର୍ଷ ) ସ୍ତ୍ରୀ ସୌଦାମିନୀ ନାୟକବୟସ (62ବର୍ଷ)ହେଲେ ଅବସ୍ଥା କହିଲେ ନ ସରେ ଦୁହିଁଙ୍କ ଯାକ ରୋଗାଗ୍ରସ୍ତ ସୌଦାମିନୀ ଙ୍କୁ କ୍ୟାନସର ହେଲେ ଦେହ ଖରାପ ହେଵାର ଆଜକୁ ପ୍ରାୟ ତିନି ବର୍ଷରୁ ଉର୍ଦ୍ଧ ହେଲା ହେଲେ ଘରେ କେହିବି ନାହିଁ ନା ପୁଅ, ଝିଅ ନଥିବା ହେତୁ ଖଲିଆ ହିଁ ସୌଦାମିନୀ ଙ୍କ ସମସ୍ତ କାର୍ଯ୍ୟ କରିବା ସହ ପରିଶ୍ରମ କରି ଯାହା ରଖି ଥିଲେ ତାହା ମେଡିକାଲ କୁ ଦୌଡ଼ି ଦୌଡ଼ି ସରିଲା ପରେ ଜମି ସହ ସବୁ ସରିଲା ବର୍ତମାନ ତାଙ୍କୁ ଖାଇବାକୁ ମଧ୍ୟ ଠିକ ମିଳୁନି ବାର୍ଦ୍ଧକ୍ୟ ଅବସ୍ଥାରେ ବାର୍ଦ୍ଧକ୍ୟ ଭତା ରୁ ମଧ୍ୟ ବଞ୍ଚିତ ଦୁଇ ବୃଦ୍ଧ, ବୃଦ୍ଧା ଦୀର୍ଘ 1 ବର୍ଷ ହେଲା କିନ୍ତୁ ରାସନ କାର୍ଡ ଖଣ୍ଡକ ଯୋଗୁଁ ଚାଲୁଛି ତାଙ୍କର ଦୁଇ ସଂସାର ସେକହିଲେ ଯେ ସରପଞ୍ଚ ଙ୍କୁ ଭତା କଥା କହିବାରୁ ସେ କହିଲେ ଯେ ଚିକିଲି ଯାଇକି ପୂଜାରୀ କୁ କହିବାକୁ ସେ ଲେଖି କରିଦେଲେ ମୁଁକରିଦେବିଯଦି ଜନପ୍ରତିନିଧି ଏପରି କୁହନ୍ତି ତା ହେଲେ ତାଙ୍କର ଗୁହାରି ଆଉ କିଏବାଶୁଣିବ ହେଲେ ଦୁହିଁଙ ଯାକ ଚାଲିବାକୁ ସକ୍ଷମ ନୁହନ୍ତି କି ଅଟୋ କରି ଯିବାକୁ ତାଙ୍କର ସକ୍ଷମ ନାହିଁ ପ୍ରଶାସନ ଏପଟେ କହୁଛି ଯେ କେହିବି ଅସୁବିଧାରେ ନାହିଁ ହେଲେ ଏଇ ପରିବାର ବହୁତ ଦୁଃଖ କଷ୍ଟରେ ଜୀବନ ଜାପାନ କରୁଛନ୍ତି ଇଏ ହଉଛି ମାନ୍ୟବର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ନିର୍ବାଚନ ମଣ୍ଡଳୀ ର ଜଗନ୍ନାଥ ପ୍ରସାଦ ହେଡ କ୍ୱାଟର ନିକଟର ଦୂର୍ଷ୍ୟ ଏଇ ପରିବାର ବାର୍ଦ୍ଧକ୍ୟ ଭତା ଫର୍ମ ଦେଇ ଦେଇ ଥକି ଗଲେଣି ଯଦି କେହିବି ସହୁଦୟବ୍ୟାକ୍ତି ସାହାଯ୍ୟ କରିବାକୁ ଚାହୁଁଛି ତେବେ ତେବେ ଏଇବ୍ୟାଙ୍କଖାତାନମ୍ବର=8403194118, IFC=SBIN0RRUKGBରେ ସାହାଯ୍ୟ କରିପାରିବେ 9437622317ରେ କଲ କରନ୍ତୁ ଗ୍ରାମବାସୀ ଙ୍କ ମଧ୍ୟ ଅଭିଯୋଗ ଯେ ଏଇ ପରିବାର ପ୍ରତି ଯଥାଶୀଘ୍ର ପ୍ରଶାସନ ତରଫରୁ ସାହାଯ୍ୟ କରିବାକୁ ଅନୁରୋଧ କରିଛନ୍ତି