ଭୁବନେଶ୍ୱର – କଟକରେ ଗତ ୨୪ ଘଂଟା ମଧ୍ୟରେ ୧୭୪ ଜଣ ମାସ୍କ ପିନ୍ଧି ନ ଥିବା ଅଭିଯୋଗ ହୋଇଛି । ସେହିପରି ଏହି ସମୟ ମଧ୍ୟରେ ୪୪୬ ଜଣ ସାମାଜିକ ଦୂରତ୍ୱ ନିୟମ ଅମାନ୍ୟ କରିଥିବା ଅଭିଯୋଗ ହୋଇଛି । କଟକ ଡିସିପି ଟ୍ୱିଟ କରି ଏହି ସୂଚନା ଦେଇଛନ୍ତିା
Related Stories
November 22, 2024