କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ,୩୦/୦୭ /୨୦୨୦,ଆମ୍ଭେ ଅଭିଯୋଗକାରୀ ମାନେ ଆପଣଙ୍କ ଦୃଷ୍ଟି ଆକର୍ଷଣ କରୁଛୁକି ଧର୍ମ ନାମରେ ଗୋ ହତ୍ୟା ଏକ ସାମାଜିକ ବ୍ୟାଧିରେ ପରିଣତ ହୋଇଛି । ନିର୍ଦ୍ଦିଷ୍ଟ ଗୋଟିଏ ଜାତି ଗୋ ହତ୍ୟାକୁ ନିଜର ଧର୍ମ ବୋଲି ମାନି ନେଇଛନ୍ତି ।ଯାହା ଆଇନ ବିରୁଦ୍ଧ । ଧର୍ମାନ୍ଧ ନାମରେ ଗୋ ହତ୍ୟା ଗଣତନ୍ତ୍ର ରାଷ୍ଟ୍ରରେ ଜୀବ ମାନଙ୍କୁ ପ୍ରତି କ୍ରୁର ମନୋଭାବ ପ୍ରଦର୍ଶନ କରୁଛି । ପଶୁ ସମ୍ପଦର ସୁରକ୍ଷା ପାଇଁ ସରକାରଙ୍କର ଅନେକ ଯୋଜନାକୁ ଏମାନେ ଧୁଳିସାତ୍ କରୁଛନ୍ତି । ଆଇନକୁ ବେଖାତିର କରି ହଜାର ହଜାର ସଂଖ୍ୟାରେ ଗୋ ହତ୍ୟା କରି ମାଟି ଖୋଳି ପୋତି ଦେଉଛନ୍ତି । ଆସନ୍ତା ତା ୧/୮/୨୦୨୦ଠାରୁ ୩/୮/୨୦୨୦ ପର୍ଯ୍ୟନ୍ତ ମୁସଲମାନ ସମ୍ପ୍ରଦାୟର ଏକ ପର୍ବ ନାମରେ ଅନ୍ଧ ବିଶ୍ୱାସକୁ ଆଧାର କରି ପୁରୀ ଜିଲ୍ଲାର ଅନେକ ଜାଗାରେ ତଥା ପିପିଲି ଦାନଗୋହିର ଗ୍ରାମରେ ୧୦ ଟି ମସଜିଦରେ ଏବଂ ଉକ୍ତ ଗ୍ରାମରେ ୫୦୦୦ ରୁ ଉର୍ଦ୍ଧ ଗାଈଙ୍କୁ ବଳି ଦେଇ ଗୋ ହତ୍ୟା କରାଯାଇ ମାଟି ତଳେ ପୋତି ଦେବାର ଯୋଜନା ହୋଇଛି । ପିପିଲି ମୁସଲମାନ ଭାଇମାନଙ୍କ ବ୍ୟତିତ ବମ୍ବେ , ଦିଲ୍ଲୀ ଭଳି ସହରରେ ବାସ କରୁଥିବା ମୁସଲମାନ ଭାଇମାନେ ନିଜ ନିଜ ନାମରେ ବଳିଦେବା ପାଇଁ ପିପିଲି ଦାନଗୋହିର ଗ୍ରାମକୁ ବାଛିଛନ୍ତି । ସେମାନେ ସେଠାରୁ ଏଜେଟ ମାଧ୍ୟମରେ ଲକ୍ଷ ଲକ୍ଷ ଟଙ୍କା ପଠାଇ ଦାନଗୋହିର ଗ୍ରାମରେ ହଜାର ହଜାର ସଂଖ୍ୟାରେ ଗାଈ ସ୍ଥାନୀୟ ଅଂଚଳରୁ ଯୋଗାଡ଼ କରି ରଖିଛନ୍ତି । ଆସନ୍ତା ଅଗଷ୍ଟ ୧, ୨, ୩ ତାରିଖରେ ହତ୍ୟା କରିବା ପାଇଁ ଏବଂ ଟେଣ୍ଡର ମାଧ୍ୟମରେ ମସଜିଦ ମାନଙ୍କରେ ହଜାର ହଜାର ସଂଖ୍ୟାରେ ଗୋ ହତ୍ୟା କରିବା ପାଇଁ ଯୋଜନା କରିଅଛନ୍ତି ଏବଂ ବମ୍ବେ ଓ ଦିଲ୍ଲୀରୁ କିଛି ଏଜେଟ ଆସି ଦାନଗୋହିର ଗ୍ରାମରେ ଆତ୍ମଗୋପନ କରିଛନ୍ତି । ଗୋ ହତ୍ୟା କରିବା ପାଇଁ କୋରବାନି ନାମରେ ଗୋହତ୍ୟାକୁ ଆସ୍ତେ ବିରୋଧ କରୁଛୁ ଏବଂ ଆପଣଙ୍କୁ ଅନୁରୋଧ କରୁଛୁ କି ଆପଣ ଉକ୍ତ ଗ୍ରାମରେ ଲୁଚିଥିବା ଏଜେଟ କୁ ଗିରଫ କରିବା ସହିତ ଅନ୍ଧବିଶ୍ବାସରେ ହେଉଥିବା ଗୋ ହତ୍ୟାକୁ ରୋକନ୍ତୁ । ନଚେତ ଆମେ ବାଧ୍ୟହୋଇ ଗୋହତ୍ୟାକୁ ଆମ୍ଭେ ରାଜରାସ୍ତାରେ ବିରୋଧ କରିବୁ ।
ଏଥି ସହିତ ସଲଗ୍ନ ସର୍ବ ସମ୍ମତି କ୍ରମେ ହୋଇଥିବା ଗୋ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ରର ଏକ ଜୀବତ ଉଦାହରଣ ସ୍ଵରୁପ ନକଲ ଦେବା ସହିତ ଆରକ୍ଷୀ ଅଧୁକ୍ଷକ ପୁରୀ, ଓଡ଼ିଶା ଉଦେଶ୍ୟରେ ଏକ ଲିଖିତ ଦାବୀ ପତ୍ର ପ୍ରଦାନ କରାଯାଇଛି ।ଏହି ଦାବୀ ପାତ୍ର ପ୍ରଦାନ ସମୟରେ ବାମଦେବ ନାୟକ, ଅନ୍ନପୂର୍ଣ୍ଣା ପଣ୍ଡା, ମହେଶ୍ୱର ପ୍ରଧାନ, କମଳା ସାହୁ, ତିଳୋ ତମା ବାରିକ, ପ୍ରିତିରାଣୀ ପ୍ରଧାନ, ସୌଦାମିନୀ ଭୋଳ, ସରସ୍ବତୀ ସ୍ୱାଇଁ, ସୁକାନ୍ତ କୁମାର ଦଳେଇ, ରଞ୍ଜନ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ |