
କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ,୨୯ /୦୭ /୨୦୨୦,ପୁରୀ ସିଦ୍ଧ ମହାବୀର ନିକଟ ହରିହର ନଗର, ବ୍ୟାଙ୍କ କଲୋନୀ ଅଞ୍ଚଳର ୬୦୦ ବ୍ୟକ୍ତିଙ୍କ ନିମନ୍ତେ ୧୩୦ ପରିବାରର ମୁଖ୍ୟ ମାନଙ୍କୁ ଶ୍ରୀ ଜଗନ୍ନାଥ ଧାମ ଶାଖା ତରଫରୁ କରୋନା ପ୍ରତିରୋଧ ଶକ୍ତି ବର୍ଦ୍ଧକ ହୋମିଓପାଥି ଔଷଧ ଆର୍ସେନିକ ଆଲବମ ୩୦ ନିଶୁଳ୍କ ବିତରଣ କରାଯାଇଅଛି । ଶ୍ରୀ ପ୍ରଫୁଲ୍ଲ କୁମାର ମିଶ୍ର ଙ୍କ ସଂଯୋଜନା ରେ ଲାଲା ଅନନ୍ତ କୁମାର ସିଂହଁ , ସୈାମେନ୍ଦ୍ର ଦାସ, ଗୈାରାଙ୍ଗ ଚନ୍ଦ୍ର ମିଶ୍ର, ପୂର୍ଣ୍ଣ ଚନ୍ଦ୍ର ଖୁଣ୍ଟିଆ, ପଦ୍ମଲୋଚନ ମହାପାତ୍ର, ସଚ୍ଚିକାନ୍ତ ସତପଥି, ପ୍ରଶାନ୍ତ ତ୍ରିପାଠୀ, ଶ୍ରୀ ହରିହର ମନ୍ଦିର ର ଅଧ୍ୟକ୍ଷ କୈଳିସ ଚନ୍ଦ୍ର ସାହୁ, ଧନଞ୍ଜୟ ଦାସ ଓ ବି ଏମ୍ ପଟନାୟକ ଆଦି ସମ୍ମାନନୀୟ କର୍ମକର୍ତ୍ତା ମାନେ ଶିବିର ପରିଚାଳନା ରେ ସହଯୋଗ କରିଥିଲେ ବୋଲି ସଚିବ ସୁପ୍ରୀତି ରଥ ସୂଚନା ଦେଇଛନ୍ତି l