ମାଲକାନଗିରି-ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ସାଲିମି ପଞ୍ଚାୟତvଅନ୍ତର୍ଗତ ତାଳପଦର ଗ୍ରାମରେ ଏକ ଅଭାବନିୟ ଘଟଣା ଘଟିଛି |ଏଗାର ବର୍ଷ ବୟସର ବାଳକ ମହେନ୍ଦ୍ର ଭୂମିଆ ନିଜ ଘରେ ଗ୍ୟାସ ଜାଳୁ ଥିବା ସମୟରେ ଗ୍ୟାସ ଲିକ ହୋଇଯିବାରୁ ମହେନ୍ଦ୍ରର ହାତ,ଦେହର କିଛି ଅଂଶ ଜଳିଯାଇଛି |ସେ ନୂଆଗୁଡା ବିଦ୍ୟାଳୟରେ ସପ୍ତମ ଶ୍ରେଣୀରେ ଅଧ୍ୟୟନ କରୁଥିବା ଜଣାପଡିଛି |ମାଥିଲି ମେଡକାଲ ସିଲ କରାଯାଇ ଥିବାରୁ ପ୍ରାଥମିକ ଚିକିତ୍ସା ମଧ୍ୟ ହୋଇପାରି ନ ଥିବା ଜଣାପଡିଛି |କିପରି ବାଳକଟି ର ଚିକିତ୍ସା ହେବ ସେଥିପାଇଁ ପ୍ରଶାସନ ଦୃଷ୍ଟି ଦେବା ପାଇଁ ଦାବି ହେଉଛି !
Related Stories
November 27, 2024
November 27, 2024