ଭୁୁବନେଶ୍ୱର: ଆପୋଲୋ ଫାର୍ମାସି ପକ୍ଷରୁଏହାରକର୍ମଚାରୀଙ୍କ ପାଇଁ ନୂଆଡିଜିଟାଲ୍ଶିକ୍ଷା ପରିଚାଳନାବ୍ୟବସ୍ଥା (ଏଲ୍ଏମ୍ଏସ୍) ‘ମାଇଁଗୁରୁକୂଳ’କୁଉନ୍ମୋଚନ କରାଯାଇଛି । ଆପୋଲୋ ଫାର୍ମାସିରକର୍ମଚାରୀମାନଙ୍କ ପାଇଁ ଆୟୋଜନ କରାଯାଇଥିବା ଏକ ୱେବିନାର୍ ଅବସରରେଭର୍ଚୁଆଲ୍ମାଧ୍ୟମରେ ଆପୋଲୋହସ୍ପିଟାଲସ୍ଗ୍ରୁପ୍ର ଅଧ୍ୟକ୍ଷଡକ୍ଟର ପ୍ରତାପ ସିରେଡ୍ଡିଏହାକୁଉନ୍ମୋଚନ କରିଛନ୍ତି ।
ଆପୋଲୋ ଫାର୍ମାସିର ୩୦,୦୦୦ରୁ ଅଧିକକର୍ମଚାରୀଙ୍କକୌଶଳ ଓ ଦକ୍ଷତାରେଉନ୍ନତି ଆଣିବା ପାଇଁ‘ମାଇଁଗୁରୁକୂଳ’କୁ ପ୍ରସ୍ତୁତକରାଯାଇଛି ।ଖୁଚୁରା ଫାର୍ମାସିବ୍ୟବସାୟ ପାଇଁଏହାହେଉଛି ପ୍ରଥମ ଧରଣର ପ୍ରଶିକ୍ଷଣବ୍ୟବସ୍ଥା ଯାହାକୁକର୍ମଚାରୀମାନେ ଯେକୌଣସିଡିଭାଇସ୍ରେସବୁସମୟରେଯେକୌଣସିସ୍ଥାନରେରହିହାସଲକରିପାରିବେ ।
ଏହି ଅବସରରେଆପୋଲୋହସ୍ପିଟାଲସ୍ଗ୍ରୁପ୍ର ଅଧ୍ୟକ୍ଷଡକ୍ଟର ପ୍ରତାପ ସିରେଡ୍ଡିକହିଛନ୍ତି ଯେ, “ସାରାଭାରତର ୨୧ଟି ରାଜ୍ୟରେ ଥିବା ୬୦୦ ସହରରେ ପ୍ରତିଦିନ ଆମରସମସ୍ତରିଟେଲ୍ ଫାର୍ମାସିଖୋଲାରହୁଥିବାରୁ ଆମ ଆପୋଲୋ ଫାର୍ମାସି ପରିବାରରସଦସ୍ୟମାନେ ସାମ୍ନାରେରହି କୋଭିଡ୍-୧୯ର ମୁକାବିଲାକରୁଛନ୍ତି ।ଗ୍ରାହକମାନଙ୍କ ପାଖକୁଔଷଧର ହୋମ୍ଡେଲିଭରିକରାଯାଉଛି, ୨୪ ଘଂଟା, ଏଭଳିକିଲକ୍ଡାଉନ୍ସମୟରେ ଓ ଯୋଗାଣଶୃଙ୍ଖଳାକୁନେଇ ଆହ୍ୱାନ ରହିଥିବାସତ୍ୱେ । ଆପୋଲୋରେ ଆମେଶ୍ରେଷ୍ଠକୁ ଆହୁରି ଉନ୍ନତ କରିବାଲାଗି ପ୍ରତିବଦ୍ଧ ଅଛୁଏବଂଏବେ ନୂଆଡିଜିଟାଲ୍ଏଲ୍ଏମ୍ଏସ୍‘ମାଇଗୁରୁକୂଳ’ ଆପୋଲୋ ଫାର୍ମାସିରହିରୋମାନଙ୍କୁବାସ୍ତବସୁପରହିରୋରେ ପରିଣତକରିିଛି ।’’
ଆପୋଲୋହସ୍ପିଟାଲସ୍ଗ୍ରୁପ୍ରକାର୍ଯ୍ୟନିର୍ବାହୀଉପାଧ୍ୟକ୍ଷାମିସ୍ଶୋବାନାକାମିନେନି କହିଛନ୍ତି ଯେ, “ନୂଆ ଦକ୍ଷତାହାସଲକରିବାଏବଂ ନିଜଭିତରେଉନ୍ନତି ଆଣିବାରେ ପ୍ରତିଦିନ ଏକ ନୂଆସୁଯୋଗମିଳେ । କୋଭିଡ୍-୧୯ ବିରୋଧରେଭାରତରଲଢ଼େଇ ପ୍ରତି ଇନ୍ଧନ ସ୍ୱରୂପ “ମାଇଁଗୁରୁକୂଳ” ଆମର ୩୦,୦୦୦ ସଦସ୍ୟଟିମ୍ର ଦକ୍ଷତାକୁ ଆଧୁନିକଡିଜିଟାଲ୍ଏଲ୍ଏମ୍ଏସ୍ଜରିଆରେବଢ଼ାଇବ । ଆପୋଲୋ ଫାର୍ମାସିହେଉଛିଭାରତରସବୁଠୁବିଶ୍ୱାସଯୋଗ୍ୟ ଫାର୍ମାସିଶୃଙ୍ଖଳାଏବଂଏହିତାଲିମବ୍ୟବସ୍ଥା ଦକ୍ଷତାକୁ ଆହୁରିବଢ଼ାଇବ ।’’
ଆପୋଲୋ ଫାର୍ମାସିରସିଇଓଶ୍ରୀଯୁକ୍ତ ପି ଜୟକୁମାରକହିଛନ୍ତି ଯେ, “ମାଇଁଗୁରୁକୂଳଜରିଆରେ ପ୍ରତିକର୍ମଚାରୀ ନିଜ ଅନୁସାରେସୁବିଧାରେ ପ୍ରଶିକ୍ଷଣହାସଲକରିପାରିବେ ।ଏହି ପ୍ଲାଟଫର୍ମଜରିଆରେସେମାନେ ନିଜ ଅଗ୍ରଗତିବିଷୟରେଜାଣିପାରିବେଏବଂସେମାନଙ୍କସଫଳତାକୁ ନିଜବନ୍ଧୁଙ୍କସହବାଂଟିପାରିବେଏବଂଶ୍ରେଷ୍ଠହେବାଲାଗି ପରସ୍ପରକୁ ଅନୁପ୍ରାଣିତକରିପାରିବେ ।’’
Related Stories
November 23, 2024