କେନ୍ଦୁଝର– କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍ ଅନ୍ତର୍ଗତ କୁଶକଳା ପଚାଂୟତ ଏବଂ ଜିଲ୍ଲା ମୁଖ୍ୟାଳୟର କବିତ୍ରା ସ୍ଥିତ ନିର୍ମାଣାଧିନ ମେଡ଼ିକାଲ କଲେଜକୁ ଜିଲ୍ଲା ପ୍ରଶାସନ ପକ୍ଷରୁ କଂଟେନମେଂଟ ଜୋନ୍ ଘୋଷଣା କରାଯାଇଛି ।
ସେହିପରି ସ୍ଥିତିକୁ ଦୃଷ୍ଟିରେ ରଖି ବାଂଶପାଳ ସ୍ଥିତ ଏକ ଘରୋଇ ଇସ୍ପାତ କାରଖାନାକୁ ୧୪ ଦିନ ପାଇଁ ସଟ୍ ଡାଉନ୍ କରାଯାଇଥିବା ନେଇ ଜିଲ୍ଲାପାଳ ଆଶିଷ ଠାକରେ ସୂଚନା ଦେଇଛନ୍ତି ।