କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ -ପୁରୀଜିଲ୍ଲାର ବିଭିନ୍ନ ଗ୍ରାମପଞ୍ଚାୟତ ରୁ କରୋନା ସଂକ୍ରମିତ ବ୍ୟକ୍ତି ବାହାରିଛନ୍ତି |ସେମାନଙ୍କୁ କୋଭିଡ କେୟାର ସେଣ୍ଟର ପଠାଯାଇଛି |ଉକ୍ତ ସ୍ଥାନରେ କରୋନା ପଜେଟିବି ବାହାରିବା ପରେ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲାପାଳ ବଲୱନ୍ତ ସିଂ କରୋନା ଗୋଷ୍ଠୀ ସଂକ୍ରମଣକୁ ରୋକିବା ପାଇଁ ଉକ୍ତ ସ୍ଥାନ ଗୁଡିକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି |
କଣ୍ଟନମେଣ୍ଟ ଜୋନ ଗୁଡିକ ହେଲା :-
ବ୍ରହ୍ମଗିରି ଗ୍ରାମ ପଞ୍ଚାୟତ ର ଅଲାର ପୁର ଗୋପ,ବ୍ଲକ ବ୍ରହ୍ମଗିରି,
ରାହାଡା ମଲ୍ଲ ଗ୍ରାମ ପଞ୍ଚାୟତ ର ଭାଟପଡା, ବ୍ଲକ ବ୍ରହ୍ମଗିରି,
ବ୍ରହ୍ମଗିରି ଗ୍ରାମ ପଞ୍ଚାୟତ ର ବାଲି ସାହି, ବ୍ଲକ ବ୍ରହ୍ମଗିରି,
କାଣ୍ଡଗୋଡ଼ା ଗ୍ରାମ ପଞ୍ଚାୟତ ର ହରପଡା ଗ୍ରାମ ରାସ୍ତା, ସିରୁଳି କରମଳା ରୋଡ଼, ବ୍ଲକ ବ୍ରହ୍ମଗିରି,
ଜଗନ୍ନାଥ ପୁର ଗ୍ରାମ ପଞ୍ଚାୟତ ର ଲୋହା ପୁର, ବ୍ଲକ ପିପିଲି.