
କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ,ପୁରୀ ଜିଲ୍ଲା ଔଷଧ ବ୍ୟବସାୟୀ ସଂଘ ତରଫରୁ ପ୍ରଶନ୍ନ କୁମାର ମହାପାତ୍ରଙ୍କ ନେତୃତ୍ବ ରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଖିଳେଶ୍ଵର ସିଂହ ଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କରି PCR VAN ରେ ଲାଗିବା ପାଇଁ 15 ଗୋଟି FIRST AID KIT କରୋନା ଯୋଦ୍ଧା ମାନଙ୍କ ପାଇଁ ପ୍ରଦାନ କରାଯାଇଛି । ସଂଘ ତରଫରୁ ସାଧାରଣ ସମ୍ପାଦକ ଦୀପକ କୁମାର ମହାନ୍ତି, ଜିଲ୍ଲା ସଭାପତି ସୁଜିତ ସେନଗୁପ୍ତ, ପ୍ରଦୀପ୍ତ କୁମାର ମିଶ୍ର ଏବଂ ପୁରୀ DRUG INSPECTOR ସତ୍ୟବ୍ରତ ଗିରି ପ୍ରମୁଖ ସାକ୍ଷାତ କରିଥିଲେ।