ଭୁବନେଶ୍ୱର – ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ମାମଲାର ପ୍ରାୟ ୧୫ ଦିନ ପରେ ସୁଇସାଇଡ୍ ନୋଟର ଫରେନସିକ୍ ରିପୋର୍ଟ ଆସିଛି । ଏନେଇ ରେଳବାଇ ଏଡିଜି ପ୍ରାଣବିନ୍ଦୁ ଆଚାର୍ଯ୍ୟ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଆଦିତ୍ୟ ଦାଶ ହିଁ ନିଜେ ସୁଇସାଇଡ୍ ନୋଟ୍ ନିଜେ ଲେଖିଛନ୍ତି । କାରଣ ଆଦିତ୍ୟଙ୍କ ପୁରୁଣା ହାତ ଲେଖା ସହ ସୁଇସାଇଡ୍ ନୋଟର ଲେଖା ମେଳ ଖାଉଛି ବୋଲି ସେ ସୂଚନା ଦେଇଛନ୍ତି । ତେବେ ଅନ୍ୟ ଦିଗରୁ ମଧ୍ୟ ତଦନ୍ତ ଜାରୀ ରହିଥିବା ସେ ପ୍ରକାଶ କରିଛନ୍ତି ।
Related Stories
November 1, 2024