ଗଞ୍ଜାମ– କରୋନାର ସୁସ୍ଥ ହୋଇଥିବା ଗଞ୍ଜାମ ଜିଲ୍ଲାର ୩୧ ଜଣ ପୋଲିସ କର୍ମଚାରୀ ସେମାନଙ୍କ ପ୍ଲାଜମା ଦାନ କରିବାକୁ ପ୍ରସ୍ତୁତ ରହିଥିବା କହିଛନ୍ତି । ଯଥା ସମୟରେ ସେମାନେ ଏହି ପ୍ଲାଜମା ପ୍ରଦାନ କରିବେ ବୋଲି ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବ୍ରିଜେଶ ରାୟ ସୂଚନା ଦେଇଛନ୍ତି । ଗୁରୁତର କରୋନା ରୋଗୀଙ୍କୁ ପ୍ଲାଜମା ଚିକିତ୍ସା ଦ୍ୱାରା ବଂଚାଇବା ସମ୍ଭବପର ହୋଇଥିବା ଜଣାପଡିଛି ।
Related Stories
November 1, 2024