ଜଗନ୍ନାଥ ପ୍ରସାଦ, ଚିତ୍ତରଞ୍ଜନ ଗନ୍ତାୟତ
ଗଞ୍ଜାମ. ଜଗନ୍ନାଥ ପ୍ରସାଦ ବ୍ଲକର ଜଗନ୍ନାଥ ପ୍ରସାଦ ଗ୍ରାମପଞ୍ଚାୟତ ର ଜଗନ୍ନାଥ ପୁର ଶାସନ ଠାରେ ଥିବା ପୋଖରୀ ର ଅବସ୍ଥାକହିଲେ ନସରେ ପୋଖରୀ ରେ ଘାସ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ଅନାବନା ଗଛ ମାଡ଼ିଲାଣି ହେଲେ ଗ୍ରାମବାସୀ କହିବା କଥା ଯେ ସେମାନେ ଅଭିଯୋଗ କରି କରି ଥକି ପଡିଲେଣି ବୋଲି ବସନ୍ତ କୁମାର ଶତପଥି, ପ୍ରଶାନ୍ତ କୁମାର ତ୍ରିପାଠୀ, ମହାପାତ୍ର ବାବୁ, ଦାସ ବାବୁ ଙ୍କ ଅଭିଯୋଗ ଯେ ପୋଖରୀର ପାଣିରେ ଶିବ ମନ୍ଦିରବିଭିନ୍ନ କାର୍ଯ୍ୟରେ ଲାଗୁଥିଲା ବହୁତ ଲୋକଙ୍କୁ ଗାଧୋଇବା ଠାରୁ ସବୁ ସୁବିଧାରେ ଲାଗୁଥିଲା ହେଲେ ଏହି ପୋଖରୀ ତଦାରଖ ଦାୟିତ୍ୱ ପଞ୍ଚାୟତ ପାଖରେ ଥିଲେ ମଧ୍ୟ କିଛି କାର୍ଯ୍ୟା କlରି ନଥିବା ଅଭିଯୋଗ ହଉଛି ଯୋଉ ପୋଖରୀ ରେ ପ୍ରାୟ 300ସହ ଲୋକଙ୍କ କାର୍ଯ୍ୟରେ ଲାଗୁଥିଲା ହେଲେ ତା ଅବସ୍ଥା ବର୍ତମାନ ଶୋଚନୀୟ ହୋଇଥିବା ଦେଖିବା କୁ ମିଳିଛି ସରପଞ୍ଚ ମହାଶୟ ଙ୍କୁ ପଚାରି ବାରୁ ସେ କହିଲେ ଯେ ଶିବ ମନ୍ଦିର ପୋଖରୀ କାର୍ଯ୍ୟ ଆସିଥିଲା ହେଲେ ଗ୍ରାମବାସୀ କହିଲେ ଯେ ଠାକୁରାଣୀ ନିକଟରେ ଥିବା ପୋଖରୀ କାମକରିବାକୁ କିନ୍ତୁ ସେ ଡି. ଆର. ଡିଏ. କୁ ଲିଖିତ ଦେଇଥିଲେ ମଧ୍ୟ କଟି ଯାଇଥିବା
କହିଛନ୍ତି ଏବଂ ଏହି ପଲ୍ଲୀ ସଭା ରେ ସେହିପୋଖରୀ କଥା ପ୍ରଥମେ ରଖିବି ଓ ଏହି ବର୍ଷ ଭିତରେ କରିବି ବୋଲି ପ୍ରତିଶୃତି ଦେଇଛନ୍ତି