ଭୁୁବନେଶ୍ୱର – ହଟ ସ୍ପଟ ଜିଲ୍ଲା ମାନଙ୍କରେ ରୋଗୀଙ୍କୁ ଚିକିତ୍ସା ନ କରୁଥିବା ଘରୋଇ ହସପିଟାଲ ଓ କ୍ଲିକିକକୁ ରାଜ୍ୟସରକାର ସତର୍କ କରାଇ ଦେଇଛନ୍ତି ।
ରାଜ୍ୟର ମୁଖ୍ୟ ଶାସନ ସଚିବ ଟ୍ୱିଟ କରି କହିଛନ୍ତି ଯେ ହଟସ୍ପଟ୍ ଜିଲ୍ଲା ରୋଗୀଙ୍କୁ ଚିକିତ୍ସା ନକଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯିବ । ରୋଗୀଙ୍କ ଚିକିତ୍ସା ନକରିବା ବେଆଇନ ଓ ଅନୈତିକ ବୋଲି ସେ କହିଛନ୍ତି । ସେ କହିଛନ୍ତି ଯେ ରୋଗୀଙ୍କୁ ଆଡମିଟ୍ କରିବାକୁ ମନା କଲେ ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ।