-
ରାଜ୍ୟରେ ବିଭିନ୍ନ ଜିଲ୍ଲାରେ କରୋନା ସ୍ଥିତି
ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଆଜି ସୁଦ୍ଧା ଅନୁଗୁଳ ଜିଲ୍ଲାରେ ୧୬୫, ବାଲେଶ୍ୱର ଜିଲ୍ଲାରେ ୬୪୫, ବରଗଡ ଜିଲ୍ଲାରେ ୨୦୯, ଭଦ୍ରକ ଜିଲ୍ଲାରେ ୩୧୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିା ବଲାଙ୍ଗିର ଜିଲ୍ଲାରେ ୨୭୩. ବୌ ଦ୍ଧ ଜିଲ୍ଲାରେ ୬୪, କଟକ ଜିଲ୍ଲାରେ ୧୧୪୬, ଦେବଗଡ ଜିଲ୍ଲାରେ ୬୬, ଢେଙ୍କାନାଳ ଜିଲ୍ଲାରେ ୧୧୨. ଗଜପତି ଜିଲ୍ଲାରେ ୬୬୪, ଜଗତସିଂହପୁର ଜିଲ୍ଲାରେ ୪୭୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଯାଜପୁର ଜିଲ୍ଲାରେ ୯୩୪, ଝାରସୁଗୁଡା ଜିଲ୍ଲାରେ ୨୦୭, କଳାହାଣ୍ଡି ଜିଲ୍ଲାରେ ୮୫, କନ୍ଧମାଳ ୨୦୬, କେନ୍ଦ୍ରାପଡା ଜିଲ୍ଲାରେ ୩୩୩, କେନ୍ଦୁଝର ଜିଲ୍ଲାରେ ୩୮୩, ଖୋର୍ଧା ଜିଲ୍ଲାରେ ୧୭୪୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
କୋରାପୁଟ ଜିଲ୍ଲାରେ ୨୨୧, ମାଲକାନଗିରି ଜିଲ୍ଲାରେ ୨୬୪, ମୟୁରଭଂଜ ଜିଲ୍ଲାରେ ୪୩୩. ନବରଙ୍ଗପୁର ଜିଲ୍ଲାରେ ୧୩୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ସାରିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।
ନୟାଗଡ ଜିଲ୍ଲାରେ ୩୧୫, ନୂଆପଡା ଜିଲ୍ଲାରେ ୧୦୦, ପୁରୀ ଜିଲ୍ଲାରେ ୩୯୨, ରାୟଗଡା ଜିଲ୍ଲାରେ ୧୮୬. ସମ୍ବଲପୁର ଜିଲ୍ଲାରେ ୧୩୬. ସୁବର୍ଣପୁର ଜିଲ୍ଲାରେ ୪୯ ଓ ସୁନ୍ଦରଗଡ ଜିଲ୍ଲାରେ ୭୬୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।