ଭଞ୍ଜନଗର, ଜୟକୃଷ୍ଣ ପଟ୍ଟନାୟକ- ଆଜି ମଧ୍ୟାହ୍ନ ରେ ଭଞ୍ଜନଗର ମେଡିକାଲ ସାମ୍ନାରେ ଥିବା ଏକ ଔଷଧ ଦୋକାନ କୋଭିଡ଼ ନିୟମ ଉଲଂଘନ କରି ଲୋକଙ୍କ ଭିଡ଼ ଥିବା ସହ ସାମାଜିକ ଦୂରତା ନଥିବା ଦେଖି ଉକ୍ତ ଦୋକାନ କୁ ପ୍ରଶାସନ ତରଫରୁ ଏକ ସପ୍ତାହ ପର୍ଯ୍ୟନ୍ତ ସିଲ କରାଯାଇଛି।