ଭୁବନେଶ୍ବର – ଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟା ୫.୧୫ ଘଟିକା ସମୟରେ ଏସସିବି ମେଡିକାଲ୍ କଲେଜ, କଟକ ବ୍ଲଡ୍ ବ୍ୟାଙ୍କ୍ ପରିସରରେ ଓଡ଼ିଶାର ପ୍ରଥମ ପ୍ଲାଜମା ବ୍ୟାଙ୍କର ଶୁଭାରମ୍ଭ କରିବେ। ଗୁରୁତର କରୋନା ଆକ୍ରାନ୍ତଙ୍କ ଚିକିତ୍ସା କ୍ଷେତ୍ରରେ ଏହା ସହାୟକ ହୋଇ ପାରିବ।