![](https://indokalingtimes.com/wp-content/uploads/2020/06/ikt.jpeg)
ଭୁବନେଶ୍ୱର – ମାସ୍କ ନ ପିନ୍ଧିଥିବା କାରଣରୁ ବ୍ରହ୍ମପୁର ପୋଲିସ ଗତ ୨୪ ଘଂଟା ମଧ୍ୟରେ ୧୩୦ ଜଣଙ୍କ ଠାର ଜୋରିମାନା ଆଦାୟ କରିଛି । ବ୍ରହ୍ମପୁର ଏସପି ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି ।
ସେଂଟ୍ରିଂ ଖୋଲୁଥିବା ବେଳେ ଭୁଶୁଡ଼ିଲା ଛାତ; ଶ୍ରମିକ ମୃତ
ବଲାଙ୍ଗିର– ସେଂଟ୍ରିଂ ଖୋଲୁଥିବା ବେଳେ ଘରର ଛାତ ଭୁଶୁଡ଼ି ପଡିବାରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ବଲାଙ୍ଗିର ଜିଲ୍ଲା ତୁଳସୀନଗରପଡ଼ାରେ ଘଟିଯାଇଛି ଏଭଳି ଏକ ଅଘଟଣ । ମୁଣ୍ଡରେ ଗଭୀର ଆଘାତ ଲାଗିବା କାରଣରୁ ଘଟଣାସ୍ଥଳରେ ସମ୍ପୃକ୍ତ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ସମ୍ପୂର୍ଣ୍ଣ ପରିଚୟ ମିଳିପାରିନାହିଁ ।