
ଜଗନ୍ନାଥ ପ୍ରସାଦ-:ହିଜୀଳିକାଟୁ କାର୍ଯ୍ୟରତ ସମ୍ବାଦିକ ପ୍ରିୟଦର୍ଶୀ ପଟ୍ଟନାୟକ କୋରନା ରେ ଅକାଳ ବିୟୋଗରେ ଜଗନ୍ନାଥ ପ୍ରସାଦ ସାମ୍ବାଦିକସଙ୍ଘ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ଏବଂ ତାଙ୍କ ପରିବାର କୁ ପନ୍ଦର ଲକ୍ଷ ଟଙ୍କା ର ସହାୟତା ପ୍ରଦାନକରନ୍ତୁ ସରକାର ଏହା ଦାବି କରିବା ସହ ।ଏହି ଉପଲକ୍ଷେ ସ୍ୱର୍ଗତ ପ୍ରିୟଦ୍ରଶିଙ୍କ ଉଦ୍ଦେଶ୍ୟରେ ବ୍ଲକରେ। କାର୍ଯ୍ୟରତସମସ୍ତ ସାମ୍ବାଦିକଆଜି ଜଗନ୍ନାଥପ୍ରଦାରେ ମିଳିତ ହୋଇ ଏକଶୋକ ସଭାର ଆୟୋଜନ ପୂର୍ବକ ଦୁଇ ମିନିଟ ନିରବ ପାର୍ଥନା କରି ସ୍ୱର୍ଗତ ଆତ୍ମାର ସଦଗତି କାମନା କରିଥିଲେ।ଆଜିର ଏହି ଶୋକ ସଭାରେ ସାମ୍ବାଦିକ ଚନ୍ଦ୍ର କେତୁ ରାଉତ, ଦିଗାମ୍ବରନାୟକ ମୃତ୍ୟୁଞ୍ଜୟ ପଣ୍ଡା,ବିଭୁ ପ୍ରସାଦ ପଟନାୟକ,ପବିତ୍ରମୋହନ ମହାପାତ୍ର, ଚିତ ରଞ୍ଜନ ଗନ୍ତାୟତ,
ଧନଜ୍ଞୟ ପଟନାୟକ,ସୂର୍ଯ୍ୟ ନାରାୟଣ ପଣ୍ଡା,ଗିରିଷ ଚନ୍ଦ୍ର ସାହୁ, ଲକ୍ଷ୍ମୀ ନାରାୟଣବେହେରା, ପ୍ରଦୁମନ ଚୌଧୂରୀ,ପ୍ରିୟ ବ୍ରତ ନାୟକ, ଯୋଗ ଦେଇଥିଲେ।
ଜଗନ୍ନାଥ ପ୍ରସାଦ ରୁ
ଚିତ୍ତରଞ୍ଜନ ଗନ୍ତାୟତ ଙ୍କ ରିପୋର୍ଟ