ଭୁବେନଶ୍ୱର – ଓଡ଼ିଶା ବିଧାନସଭାକୁ ଶୁକ୍ରବାର ଦିନ ଗୋଟିଏ ଦିନ ପାଇଁ ସଟଡାଉନ୍ ଘୋଷଣା କରାଯାଇଛି । ବିଧାନସଭା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଏହି ସୂଚନା ଦେଇଛନ୍ତି ।
ଶ୍ରୀ ପାତ୍ର କହିଛନ୍ତି ଯେ ଯେ ବିଧାନସଭାର ଜେଣ କମର୍ଚାରୀଙ୍କ ସଂପର୍କୀୟ କେରାନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏ ସମ୍ପକର୍ରେ ଜଣା ପଡିବା ପେର ଏଭଳି ପଦେକ୍ଷପ ନିଆଯାଇଛି । ଭୁବେନଶ୍ୱର ଶନିବାର ଓ ରବିବାର ଦୁଇ ଦିନ ସପ୍ତାହାନ୍ତ ସଟଡାଉନ୍ ରହୁଥିବାରୁ ସୋମବାର ଦିନ ବିଧାନସଭାକୁ ଖୋଲାଯିବ କି ନା ସେଥେôନଇ ନିଷ୍ପତି ନିଆଯିବ ବୋଲି ଶ୍ରୀ ପାତ୍ର କହିଛନ୍ତି ।େ
ସ କହିଛନ୍ତି ଯେ ଆଜି ବିଧାନସଭା ଗେଟକୁ ସମ୍ପୂର୍ଣ୍ଣ ଭୋବ ବନ୍ଦ ରଖାଯାଇଛି । ଏହି ସମୟେର ବିଧାନସଭାକୁ ସାନିଟାଇଜ୍ କରାଯିବ ।