
କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ,୦୯/୦୭ /୨୦୨୦,ବଲିଉଡ ହାସ୍ୟ ତାରକା ଜଗଦୀପ ଆରପାରିରେ |ମୃତ୍ୟୁ ସମୟରେ ତାଙ୍କ ବୟସ ଥିଲା ୮୧| ଜଗଦୀପ ବହୁ ପ୍ରତିଭା ଶାଳୀ ବ୍ୟକ୍ତିତ୍ୱ ଥିଲେ ଏବଂ ବଲିଉଡରେ ତାଙ୍କର କମେଡି ଏକ ଭିର୍ଣ୍ଣ ପ୍ରକାରର |ଜଗଦୀପଙ୍କ ଆତ୍ମାର ସଦଗତି ନିମନ୍ତେ ଓ ସେ ସମସ୍ତଙ୍କ ହୃଦୟରେ ଚିର ସ୍ମରଣୀୟ ରହିବା ପାଇଁ ସ୍ୟାଣ୍ଡ ଆର୍ଟିଷ୍ଟ ମାନସ ରଞ୍ଜନ ସାହୁ ଏକ ସ୍ୟାଣ୍ଡ ଆନିମେସନ ବନାଇଛନ୍ତି | ଏହି ଅନିମେସନ ସେ ବାର୍ତ୍ତା ଦେଇଛନ୍ତି “tribute to jagadeep “You’ll remain in our heart”. ସ୍ୟାଣ୍ଡ ଆର୍ଟିଷ୍ଟ ମାନସ ସାହୁ ଥିଲେ India’s got talent khoj 2 of colors TV ର ବିଜେତା, ଏବଂ ସ୍ୟାଣ୍ଡ ଆର୍ଟ ମାଧ୍ୟମରେ ସେ ଦେଶ ପାଇଁ ଅନେକ ପ୍ରାଇଜ ଜିତିଛନ୍ତି |