ଓଡିଶା ଭଦ୍ରକ ଜିଲ୍ଲାରେ ପ୍ରଥମ କରୋନାଜନିତ ମୃତ୍ୟୁ desk July 9, 2020 ଭଦ୍ରକ– ଭଦ୍ରକ ଜିଲ୍ଲାରେ ଆଜି ପ୍ରଥମ କରୋନାଜନିତ ମୃତ୍ୟୁ ଘଟିଛି । ମୃତକ ଜଣକ ୫୮ ବର୍ଷିୟ ପୁରୁଷ ହୋଇଥିବା ନେଇ ସୂଚନା ମିଳିଛି । ଫଳରେ ସାଧାରଣରେ କରୋନାକୁ ନେଇ ଭୟ ପ୍ରକାଶ ପାଇଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ତଥା ଲୋକାଲ୍ କେସ୍ ସଂଖ୍ୟା ବୃଦ୍ଧି ପାଉଥିବାରୁ ସ୍ଥିତି ଅଧିକ ଜଟିଳ ହୋଇପଡିଛି । Tags: First Corona death at Bhadrak Continue Reading Previous: ଏସସିବିରେ ଚାଲିଛି ବିଶୋଧନ କାର୍ଯ୍ୟ Next: ଗଞ୍ଜାମ ଜିଲ୍ଲାରେ ରାଜ୍ୟର ସର୍ବାଧିକ ୨୬୦ କରୋନା ପଜିଟିଭ୍ ଚିହ୍ନଟ : ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୦୯୬ କୁ ବୃଦ୍ଧି : ଆଉ ତିନି କରୋନା ଆକ୍ରାନ୍ତଙ୍କ ମୃତ୍ୟୁ, ଜିଲ୍ଲାରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୦କୁ ବୃଦ୍ଧି Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. Related Stories କେନ୍ଦ୍ର ସରକାରଙ୍କ ‘ଜଳ ଶକ୍ତି ହାକାଥନ୍–୨୦୨୫’ :ଏକ ଜାତୀୟ ଜଳ ଆନ୍ଦୋଳନ 1 min read ଓଡିଶା କେନ୍ଦ୍ର ସରକାରଙ୍କ ‘ଜଳ ଶକ୍ତି ହାକାଥନ୍–୨୦୨୫’ :ଏକ ଜାତୀୟ ଜଳ ଆନ୍ଦୋଳନ December 15, 2025 ରାଜ୍ୟସ୍ତରୀୟ ଜୟନ୍ତୀରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି 1 min read ଓଡିଶା ରାଜ୍ୟସ୍ତରୀୟ ଜୟନ୍ତୀରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି December 15, 2025 ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଓଡିଶା ମାଷ୍ଟର୍ସ ୨୦୨୫ ଉଦ୍ଯାପିତ 1 min read ଓଡିଶା ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଓଡିଶା ମାଷ୍ଟର୍ସ ୨୦୨୫ ଉଦ୍ଯାପିତ December 15, 2025