
କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ: ଜିଲ୍ଲାପାଳ ବଲୱନ୍ତ ସିଂ ଏକ ଚିଠି ମାଧ୍ୟମରେ ଜିଲ୍ଲାର ସମସ୍ତ ତହସିଲଦାର, ଆରକ୍ଷୀ ଅଧିକ୍ଷକ, ସମସ୍ତ ଥାନା ଅଧିକାର ଓ ସମସ୍ତ ଜନସାଧାରଣ ଙ୍କ ସୂଚନା ନିମନ୍ତେ ଜଣାଇ ଦିଆ ଯାଉଅଛି ଯେ ସହର ବିଵାହ /ବ୍ରତ ଆଦି କାର୍ଯ୍ୟକ୍ରମ ପାଇଁ ପୁରୀ ପୌରପାଳିକା ନିର୍ବାହୀ ଅଧିକାରୀ ଙ୍କ ଠାରୁ ଆଗୁଆ ଅନୁମତି ନେବାକୁ ପଡିବ I ସେହିପରି ବ୍ଲକ ଆଦି ରେ ସ୍ଥାନୀୟ ତହସିଲଦାର ଙ୍କ ପାଖରୁ ଆବେଦନ ପୂର୍ବକ ଅନୁମତି ନେବାକୁ ପଡିବ I ଏହି ନିୟମ କୁ କଡାକଡି ଭାବେ ପାଳନ କରିବା ପାଇଁ ସେ ସମସ୍ତ ତହସିଲଦାର, ଆରକ୍ଷୀ ନିରୀକ୍ଷକ , ସମସ୍ତ ଥାନା ଅଧିକାରୀ ଙ୍କୁ ଚିଠି ମାଧ୍ୟମରେ ଜଣାଇଛନ୍ତି |