ଭୁବନେଶ୍ୱର – ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ କୋଭିଡ୍-୧୯ ମାର୍ଗଦର୍ଶିକା ଆଧାରରେ ରାଜଭବନକୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଜନସାଧାରଣଙ୍କ ପ୍ରବେଶ ଉପରେ କଟକଣା ଲାଗୁ କରାଯାଇଛି । ଆବଶ୍ୟକ ସ୍ଥଳେ ଟେଲିଫୋନ୍/ଫ୍ୟାକ୍ସ/ଇମେଲ୍ (ଶକ୍ଟଙ୍ଖକ୍ଟୟସଗ୍ଦଷବଅଦ୍ଭସମ.ସଦ୍ଭ)) ଯୋଗେ ରାଜଭବନ ସହ ଯୋଗାଯୋଗ କରିବାକୁ ରାଜଭବନ ପକ୍ଷରୁ କୁହାଯାଇଛି