ବିପିଇଉଟିର ହେବାକୁଥିବା ପରୀକ୍ଷା ବିରୁଦ୍ଧରେ ଧାରଣା |ବିପିଇଉଟି ଗାଇଡ଼ ଲାଇନ ଅନୁସାରେ ୩ ପ୍ରକାରର ପରୀକ୍ଷା କରାଯାଇପାରିବ |ପ୍ରଥମ ଟି ହେଲା online, ଦ୍ଵିତୀୟ ଟି ହେଲା offline ଏବଂ ତୃତୀୟ ଟି ହେଲା normalisation| ଫନି ପରଠାରୁ ପୁରୀଜିଲ୍ଲାରେ ଆଜି ପର୍ଯ୍ୟନ୍ତ କିଛି କିଛି ଜାଗାକୁ କରେଣ୍ଟ ସୁବିଧା ନ ଥିବାବେଳେ 1mbps ଡାଟା ଓ ଲାପଟୋପ କିମ୍ବା କୋମ୍ପୁଟର ମାଧ୍ୟମରେ କୋଭିଡ ର ସଟଡାଉନ ସମୟରେ ପରୀକ୍ଷା ଦେବା ଅସମ୍ଭବ | offline ପରୀକ୍ଷା ଦେବାପାଇଁ କୌଣସି ସେଣ୍ଟରକୁ ଯିବାକୁ ପଡିବ କିନ୍ତୁ କରୋନା କଟକଣା ଓ ସଟ ଡାଉନ ଲାଗି ପରୀକ୍ଷା ସେଣ୍ଟରକୁ ଯିବା ପାଇଁ ପ୍ରଶାସନ ଏବଂ ପିତା ମାତା ବାରଣ କରୁଛନ୍ତି |ଆମ ମାନଙ୍କ ଅନୁରୋଧ ବିପିଇଉଟିର ଗାଇଡ଼ ଲାଇନ ଅନୁସାରେ ତୃତୀୟ ଅପସନ ଟିକୁ ଗ୍ରହଣ କରାଯାଉ |କାରଣ ଆମେ ବିପିଇଉଟି ସହିତ ଯୋଗାଯୋଗ କରିବା ପରେ ମଧ୍ୟ ଆମକୁ କୌଣସି ସୁଫଳ ମିଳିନଥିଲା |ସେଥିପାଇଁ ବିପିଇଉଟିର ଛାତ୍ର ସୁଧାଂଶୁ ଶଙ୍କର ସ୍ୱାଇଁ ଙ୍କ ନେତୃତ୍ୱରେ ତୃତୀୟ ଅପସନ ଟିକୁ ଗ୍ରହଣ କରାଯିବା ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା|
Related Stories
November 22, 2024