ଜଗନ୍ନାଥପ୍ରସାଦ :ଜଗନ୍ନାଥ ପ୍ରସାଦ ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ ଅଧିନସ୍ଥଲଙ୍କାଗଡ଼ଜଳଭଣ୍ଡlରଅନ୍ତର୍ଗତ ରାଇଟ କେନାଲ ର ଅବସ୍ଥା ବହୁତ ଶୋଚନୀୟ ହୋଇଛି କେନାଲ ର ଦୁଇ ପାର୍ଶ୍ୱରେ ରୁ ଭାଙ୍ଗି ଯିବା ଫଳରେ ଜମି କୁ ପାଣି ନ ଯାଇ ଏକ ନାଳରେମିଶୁଛି ଯାହାର ବାରମ୍ବାର ଅଭିଯୋଗ କରିବା କଥା ଚାଷୀ ମାନେ ଅଭିଯୋଗ କରିଛନ୍ତି ଜଗନ୍ନାଥ ପ୍ରସାଦ କନିଷ୍ଟ ଯନ୍ତ୍ରୀଙ୍କୁ ଅଭିଯୋଗ କରିବାରୁ ସେଟଙ୍କା ନାହିଁ ବୋଲି କହିଥିବା ଚାଷୀମାନେ ଅଭିଯୋଗ କରିଛନ୍ତି ସମସ୍ତେ ମିଶିକି ଯନ୍ତ୍ରୀଙ୍କୁ କହିଥିଲେ ହେଲେ ସେ କିଛିକରିପାରିବିନି ବୋଲି କହିଲେ ସେଥିପାଇଁ ଚାଷୀମାନେ ନିଜ ହାତରୁ କିଛି ଟଙ୍କା ଏକାଠି କରି ସିମେଟ, ଗୁଡ଼ି, ବାଲି, ନେଇ ରିପେର କରିଥିଲେ ଏବଂ କହିଲେ ଯେ ସରକାର ଯୋଉ ଡିଣ୍ଡିମ ପିଟୁଛନ୍ତି ଯେ ଚାଷୀଙ୍କୁ ସମ୍ପୂର୍ଣ ସହାୟତା କରା ଯିବ ହେଲେ ତାହା ପାଣିରେ ଗାର ହୋଇଛି ଘାଇ ର ମୁଖ୍ୟ କେନାଲ ରେ ଗାଳିଆ ପଡିଥିଲା ହେଲେ ତାହାର ରିପେର ନ କରି ବାଲି ବସ୍ତା ରଖିବା ଦେଖିବାକୁମିଳୁଛି ହେଲେ ମୂଷା ମାନେ ଗାତ କରି ଥିବା ଦେଖିବା କୁ ମିଳୁଛି ଚାଷୀ ମାନେ ମୁଖ୍ୟ କେନାଲର ଶାଖା ଗୁଡିକ ମରାମତି ନ ହେବା ଦ୍ୱାରା ଶାଖା କେନାଲ ଗୁଡିକ ତଳ ସ୍ତର ପର୍ଯ୍ୟନ୍ତ ପାଣି ଯାଉନି ଚାଷୀ ମାନେ ହନ୍ତସନ୍ତ ହେଉଥିବାଅଭିଯୋଗହୋଇଆସୁଅଛି I କିନ୍ତୁ ଏପଟେ ମହାମାରୀ କରୋନାର ଭୟାଭୟ ଦେଖାଉ ଥିବାବେଳେ କେନାଲର ତଳସ୍ତର ଗଛଏବଂ କିଛି ଘାସମାଳି ଥିବା ଯୋଗୁଁ ପାଣି ଠିକ ଭାବରେ ଯାଇ ପାରୁନି I ଯାହାଫଳରେ କେନାଲର ଦୁଇ ପାର୍ଶ୍ୱଭାଙ୍ଗି କେନାଲର ପାଣି ତଳ ସ୍ତର ଯିବା ପାଇଁ ବହୁତ ଅସୁବିଧା ହେଉଚି ଚାଷୀମାନେ ପୂର୍ବରୁ ବହୁବାର ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ I ବର୍ତ୍ତମାନ ମୁଖ୍ୟ କେନାଲ ଦୁଇ ପାର୍ଶ୍ଵର ହିଡ଼ କାମକରିବା ଅତି ଆବଶ୍ୟକ ହୋଇଛି ତେଣୁ ମୁଖ୍ୟ କେନାଲର ଗୁଡିକରେ ପାଣି ବାହାରିବାରେ ଅସୁବିଧା ହେଉଚି ତେଣୁ ଚାଷୀମାନେ ଜମିରେ ପାଣି ପାଇବାରେ ଅସୁବିଧାର ସମ୍ମୁଖୀନ ହେଉଚନ୍ତି I ଜିଲ୍ଲାପାଳ ଓ ନିର୍ବାହୀ ଯନ୍ତ୍ରୀଙ୍କୁଅନୁରୋଧ ଚାଷ କାମ ପୂର୍ବରୁ ଶାଖା କେନାଲ ଗୁଡ଼ିକ ପରିଦର୍ଶନ କରି ଉପଯୁକ୍ତ ପଦକ୍ଷେପ ନେବାକୁ ଦାବି ହେଉଚି I ନଚେତ ଚାଷୀ କୁଳ ଆଗାମୀ ଦିନରେ ରାଜରାସ୍ତାକୁ ଓଲ୍ହାଇବେ ବୋଲି ଚେତାବନୀ ଦେଇଚନ୍ତି I
Related Stories
November 2, 2024