-
ରାଜ୍ୟରେ ବିଭିନ୍ନ ଜିଲ୍ଲାରେ କରୋନା ସ୍ଥିତି
ସେହିପରି ଖୋର୍ଧା ଜିଲ୍ଲାରେ ୯୪୪, କଟକ ଜିଲ୍ଲାରେ ୭୧୫, ଯାଜପୁର ଜିଲ୍ଲାରେ ୫୪୧, ଗଜପତି ଜିଲ୍ଲାରେ ୪୪୯, ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି ।
ବାଲେଶ୍ୱର ଜିଲ୍ଲାରେ ୩୯୦ ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ଜଗତସିଂହପୁର ଜିଲ୍ଲାରେ ୩୧୭, ପୁରୀ ଜିଲ୍ଲାରେ ୨୯୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣା ପଡିଛି । ସେହିପରି କେନ୍ଦ୍ରାପଡା ଜିଲ୍ଲାରେ ୨୬୪, ସୁନ୍ଦରଗଡ ଜିଲ୍ଲାରେ ୨୫୬, ଭଦ୍ରକ ଜିଲ୍ଲାରେ ୨୪୫, ମୟୁରଭଂଜ ଜିଲ୍ଲାରେ ୨୫୩, କନ୍ଧମାଳ ଜିଲ୍ଲାରେ ୧୮୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସେହିପରି ବଲାଙ୍ଗୀର ଜିଲ୍ଲାରେ ୨୧୩, ନୟାଗଡ ଜିଲ୍ଲାରେ ୧୬୪ ତଥା କେନ୍ଦୁଝର ଜିଲ୍ଲାରେ ୧୫୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ଦିଆ ଯାଇଛି ।
ଝାରସୁଗୁଡା ଜିଲ୍ଲାରେ ୧୨୮, ରାୟଗଡା ଜିଲ୍ଲାରେ ୧୧୫, ନୂଆପଡା ଜିଲ୍ଲାରେ ୮୨, ଢେଙ୍କାନାଳ ଜିଲ୍ଲାରେ ୮୪, କଳାହାଣ୍ଡି ଜିଲ୍ଲାରେ ୭୬ ଓ ବରଗଡ ଜିଲ୍ଲାରେ ୧୩୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଅନୁଗୁଳ ଜିଲ୍ଲାରେ ୯୫, ମାଲକାନଗିରି ଜିଲ୍ଲାରେ ୧୧୧, ସମ୍ବଲପୁର ଜିଲ୍ଲାରେ ୭୦, ଦେବଗଡ ଜିଲ୍ଲାରେ ୬୨ ଓ ବୌଦ୍ଧ ଜିଲ୍ଲାରେ ୪୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସୋନପୁର ଜିଲ୍ଲାରେ ୩୯. ନବରଙ୍ଗପୁର ଜିଲ୍ଲାରୁ ୫୩ ଜଣ କୋରାପୁଟ ଜିଲ୍ଲାରେ ୫୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।