![](https://indokalingtimes.com/wp-content/uploads/2020/06/ikt.jpeg)
ମାଲକାନଗିରି – ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ଅନ୍ତର୍ଗତ କାଲଦାପାଲି ପଞ୍ଚାୟତ ସୋଡିଗୁଡା ଗ୍ରାମରେ କୁମ୍ଭୀର କୁ ଧରି ହତ୍ୟା କରି ମାଂସ ଖାଇବା ଘଟଣାରେ ବନ ବିଭାଗ ଜଣକୁ ଗିରଫ କରିଛି !ଗିରଫ ଲୋକ ଜଣକ ଏମପିଭି ୬ ୧ ଗ୍ରାମର ସଞ୍ଜୟ ସର୍ଦାର !ତେବେ ଏହି ଘଟଣାରେ ସାମିଲ ଥିବା ଅନ୍ୟ ମାନେ ଫେରାର ଥିବାବେଳେ ତଦନ୍ତ ଜାରି ରହିଛି ବୋଲି କାଲିମେଳା ବନାଞ୍ଚଳ ଅଧିକାରୀ ରାମଚନ୍ଦ୍ର ମାଡକାମୀ ପ୍ରକାଶ କରିଛନ୍ତି !