ସମ୍ବଲପୁର– ଆସନ୍ତା ୧୧ ତାରିଖ ଯାଏଁ ଭିସୁଟକୁ ବନ୍ଦ ଘୋଷଣା କରିଛନ୍ତି କର୍ତୃପକ୍ଷ । କରୋନା ସଂକ୍ରମଣ ବୃଦ୍ଧି ଆଶଙ୍କାରେ ଏହି ଘୋଷଣା କରିଛନ୍ତି କର୍ତୃପକ୍ଷ । ସମସ୍ତ କର୍ମଚାରୀଙ୍କୁ ହେଡକ୍ୱାର୍ଟର ନଛାଡିବାକୁ ନିର୍ଦ୍ଦେଶ ରହିଛି । ଏପରିକି ନିୟମ ଉଲ୍ଲଙ୍ଘନ କଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସହ ଜରିମାନା ପାଇଁ ଚେତାବନୀ ଦିଆଯାଇଛି । ମୁଖ୍ୟାଳୟ ବାହାରେ ଥିବା କର୍ମଚାରୀ ଫେରିଲେ ହୋମ୍ କ୍ୱାରେଂଟାଇନରେ ରହିବାକୁ ପରାମର୍ଶ ଦିଆଯାଇଛି ।
Related Stories
February 6, 2025
February 6, 2025